କଟକ କାର ଦୁର୍ଘଟଣା: ପୂର୍ବତନ ସାଂସଦ ଅମରନାଥ ପ୍ରଧାନଙ୍କ ପୁଅ ଦେବବ୍ରତଙ୍କ ମୃତ୍ୟୁ

କଟକ : କଟକ ଉପକଣ୍ଠ ତେଲେଙ୍ଗାପେଣ୍ଠରେ ଆଜି ଭୋର ସକାଳୁ ଘଟିଥିବା କାର ଦୁର୍ଘଟଣାରେ ରାଜ୍ୟର ପୂର୍ବତନ ମନ୍ତ୍ରୀ, ସମ୍ବଲପୁରର ପ୍ରାକ୍ତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅମରନାଥ ପ୍ରଧାନଙ୍କ ପୁତ୍ର ଦେବବ୍ରତ ପ୍ରଧାନ(ଅଂକୁର)ଙ୍କ ମୃତ୍ୟୁ ହୋଇଛି। ସେ ଅନ୍ୟ ୨ ଜଣ ସାଙ୍ଗଙ୍କ ସହିତ କାରରେ ଯାଉଥିବା ବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେବବ୍ରତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅନୁଗୁଳରେ ଶୋକ ଖେଳିଯାଇଛି। … Continue reading କଟକ କାର ଦୁର୍ଘଟଣା: ପୂର୍ବତନ ସାଂସଦ ଅମରନାଥ ପ୍ରଧାନଙ୍କ ପୁଅ ଦେବବ୍ରତଙ୍କ ମୃତ୍ୟୁ